ଧାନ

ଧାନ ହେଉଛି ଭାରତର ଅନ୍ୟତମ ପ୍ରମୁଖ ଖାଦ୍ୟ ଶସ୍ୟ ଏବଂ ଜାତୀୟ ଖାଦ୍ୟ ଶସ୍ୟ ଭଣ୍ଡାରରେ ଏହାର ପ୍ରଦାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଏହା ଖାଦ୍ୟ ଏବଂ ଜୀବିକା ନିର୍ବାହର ସୁରକ୍ଷା ଯୋଗାଇବା ସହିତ ସରକାରୀ ସଂଗ୍ରହ ଏବଂ ଜନସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ର କେନ୍ଦ୍ରବିନ୍ଦୁ ହୋଇ ରହିଛି।
ଏହା ଭାରତର କୃଷି ଅର୍ଥନୀତିର ଏକ ପ୍ରମୁଖ ଫସଲ ଏବଂ ଦେଶର ମୁଖ୍ୟ ଖାଦ୍ୟ ଶସ୍ୟର ଏକ ବଡ଼ ଉତ୍ସ।

ଆପଣଙ୍କ ଧାନ ଚାଷ ପାଇଁ ଫସଫରସ୍ କାହିଁକି ଆବଶ୍ୟକ?

ଚେରର ବିକାଶ ଏବଂ ପ୍ରାରମ୍ଭିକ ବୃଦ୍ଧି

ଫସଫରସ୍ ଚେରର ମଜବୁତ ବିକାଶରେ ସାହାଯ୍ୟ କରେ, ଯାହାଦ୍ୱାରା ଫସଲ ପ୍ରାରମ୍ଭିକ ଅବସ୍ଥାରେ ମାଟିରୁ ପୋଷକ ତତ୍ତ୍ୱ ଏବଂ ଜଳକୁ ସହଜରେ ଗ୍ରହଣ କରିପାରେ।

ପିଲା ବାହାରିବା ଏବଂ ସୁସ୍ଥ ଗଛ

ପର୍ଯ୍ୟାପ୍ତ ପରିମାଣର ଫସଫରସ୍ ଗଛରୁ ଅଧିକ ପିଲା ବାହାରିବାରେ ସାହାଯ୍ୟ କରେ, ଯାହା ଫସଲକୁ ସମାନ ଭାବରେ ବଢ଼ିବା ସହ ସୁସ୍ଥ ରଖେ।

ଅମଳ ଏବଂ ଶସ୍ୟର ଗୁଣବତ୍ତା

ଏହା ଧାନ କେଣ୍ଡାର ସଠିକ୍ ବିକାଶ ଏବଂ ଦାନା ଭରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଅମଳ ବୃଦ୍ଧି ପାଏ ଏବଂ ଧାନର ଗୁଣବତ୍ତା ଉନ୍ନତ ହୁଏ।
ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶ ବିହାର ଛତିଶଗଡ଼ ହରିୟାଣା ଝାଡ଼ଖଣ୍ଡ କର୍ଣ୍ଣାଟକ ମଧ୍ୟ ପ୍ରଦେଶ ମହାରାଷ୍ଟ୍ର ଓଡ଼ିଶା ପଞ୍ଜାବ ଉତ୍ତର ପ୍ରଦେଶ ପଶ୍ଚିମବଙ୍ଗ

ଧାନ

ସାର ପ୍ରୟୋଗର ସୁପାରିଶ କରାଯାଇଥିବା ମାତ୍ରା (କିଗ୍ରା/ହେକ୍ଟର)

ଯବକ୍ଷାରଜାନ

120

ଫସଫରସ୍ / ସ୍ଫୁରଦ

60

ପୋଟାସିୟମ୍ / ପଲାସ

40

ଗନ୍ଧକ

20

ଅଣୁସାର / ଅଣୁ ପୋଷକ ତତ୍ତ୍ୱ

ଜିଙ୍କ୍ ସଲଫେଟ୍ 21%

25

କିଗ୍ରା/ହେକ୍ଟର

TSP ମାତ୍ରା: ଫସଫରସ୍ (P) ଆବଶ୍ୟକତା ପାଇଁ (କିଗ୍ରା/ହେକ୍ଟର)

ମାତ୍ରା

130

ପ୍ରୟୋଗ କରିବାର ସବୁଠାରୁ ଉତ୍ତମ ପ୍ରଣାଳୀ

ରୁଆ ସମୟରେ ଏବଂ ପ୍ରଥମ ଟପ୍ ଡ୍ରେସିଂ (କାଦୁଅ ଧାନ ଗଛ ରୋପଣ ସମୟରେ ଏବଂ ରୋପଣର ୧୫-୨୦ ଦିନ ପରେ) ପ୍ରୟୋଗ କରନ୍ତୁ।

ମନୋନୀତ ରାଜ୍ୟ: ଓଡ଼ିଶା

ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ: ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା

ଉତ୍ସ: ଫସଲ ସମ୍ବନ୍ଧୀୟ ସୂଚନା

ଉତ୍ସ: ରାଜ୍ୟ ଭିତ୍ତିକ ସୂଚନା